ରକ୍ତଭଣ୍ଡାରରେ ଚାଲୁନି ଆଫ୍ରେସିସ୍‌ ମେସିନ୍‌

ଘରୋଇ ହସ୍ପିଟାଲରେ ରକ୍ତ ପୃଥକୀକରଣ ପାଇଁ ଖର୍ଚାନ୍ତ ହେଉଛନ୍ତି ରୋଗୀ ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଥିବା ଓଡ଼ିଶା ରକ୍ତଭଣ୍ଡାରରେ ରକ୍ତ ପୃଥକୀକରଣ ପାଇଁ ଲାଗିଛି ଅତ୍ୟାଧୁନିକ ଆଫ୍ରେସିସ୍‌ ମେସିନ୍‌। ଗତ ୩ବର୍ଷ ତଳୁ ଏହି ମେସିନ୍‌ କିଣା ହେଲାଣି। ମାତ୍ର ଏହା ଚାଲୁ ନାହିଁ। ପ୍ରାୟ ୩ବର୍ଷ ତଳେ ଓଡ଼ିଶା ରକ୍ତଭଣ୍ଡାରରେ ଅତ୍ୟାଧୁନିକ ରକ୍ତ ପୃଥକୀକରଣ ମେସିନ୍‌ ଲାଗିଥିଲା। ଗୋଟିଏ ଲାଗିଥିଲା କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ଓ ଅନ୍ୟଟି ବୁର୍ଲାରେ। … Continue reading ରକ୍ତଭଣ୍ଡାରରେ ଚାଲୁନି ଆଫ୍ରେସିସ୍‌ ମେସିନ୍‌